ଚନ୍ଦ୍ରରେ ହେବ ଚାଷ; ଚାଲିଛି ଜୋରଦାର ପ୍ରସ୍ତୁତି

ସମାଜ ଡିଜିଟାଲ ଡେସ୍କ: ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ପାଇଁ ଚାଷ କରିବ ନାସା। ଏଥିପାଇଁ ଏକ ଅଭୁତପୂର୍ବ ପ୍ରୋଜେକ୍ଟ ଉପରେ କାମ କରୁଛି ଏହି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା, ଯାହା ମହାକାଶ ଗବେଷଣାରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। ଏହି ପଦକ୍ଷେପ ଆଗାମୀ ୨୦୨୬ ଆର୍ଟିମିସ୍‌-୩ ମିଶନର ଅଂଶବିଶେଷ। ଏହି ମିଶନ୍‌ରେ ମନୁଷ୍ୟକୁ ପୁଣିଥରେ ଚନ୍ଦ୍ରପୃଷ୍ଠକୁ ପଠାଇବ ନାସା। ଆର୍ଟିମିସ୍‌-୩ ମିଶନର ଅଂଶବିଶେଷ ଭାବେ ମହାକାଶଚାରୀମାନେ ଡକ୍‌ଓ୍ବିଡ୍‌ ଓ ଥେଲ୍‌ କ୍ରେସ୍‌ ସହିତ … Continue reading ଚନ୍ଦ୍ରରେ ହେବ ଚାଷ; ଚାଲିଛି ଜୋରଦାର ପ୍ରସ୍ତୁତି