ଲୋକସଭା ନିର୍ବାଚନ: ଅପରାହ୍ନ ୧ଟା ସୁଦ୍ଧା ପ୍ରାୟ ୪୦% ମତଦାନ, ପଶ୍ଚିମବଙ୍ଗରେ ହିଂସାକାଣ୍ଡ

ଡେସ୍କ: ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଏବଂ ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ କମାଣ୍ଡାଣ୍ଟ ଆହତ ହେବା ପରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନକୁ ନେଇ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନର ପ୍ରଥମ ୬ ଘଣ୍ଟା ମଧ୍ୟରେ ୪୦ ପ୍ରତିଶତ ମତଦାନ ହୋଇଛି। ଯାତ୍ରୀବାହୀ ଡ଼ଙ୍ଗା ଓଲଟି ୧ ମୃତ, ୬ ନିଖୋଜ ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଆସାମର କେତେକ ବୁଥରେ ଇଭିଏମରେ ସାମାନ୍ୟ ତ୍ରୁଟି ଦେଖିବାକୁ … Continue reading ଲୋକସଭା ନିର୍ବାଚନ: ଅପରାହ୍ନ ୧ଟା ସୁଦ୍ଧା ପ୍ରାୟ ୪୦% ମତଦାନ, ପଶ୍ଚିମବଙ୍ଗରେ ହିଂସାକାଣ୍ଡ