ସମ୍ପର୍କରେ କଳଙ୍କ, ଏମିତି ବିବାହ କଲେ ପ୍ରେମୀ ଯୁଗଳ

ଡେସ୍କ: ଝାଡ଼ଖଣ୍ଡ ହଜାରୀବାଗ ଅଂଚଳର ଘଟଣା। ଗତ ଏପ୍ରିଲରେ ମାସିପିଢ଼ୀରୁ ଫେରାର ହୋଇଥିବା ପ୍ରେମିକ ଦମ୍ପତି ଯେଉଁମାନେ ସମ୍ପର୍କରେ ମାଇଁ-ଭଣଜା ହେବେ, ସୁରଜକୁଣ୍ଡ ଧାମରେ ବିବାହ କରିଛନ୍ତି। ସୂଚନା ଅନୁଯାୟୀ, ମାସିପିଢୀର ମୁକେଶ ମଣ୍ଡଳ ବରକଠା ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ବୀରବଲ ମହାତୋଙ୍କ ପୁଅ କୁଶ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ଅପହରଣ କରି କେଉଁଆଡେ ନେଇଯାଇଛନ୍ତି। ତେବେ ଘଟଣାର ୩୭ ଦିନ ପରେ ଉଭୟ … Continue reading ସମ୍ପର୍କରେ କଳଙ୍କ, ଏମିତି ବିବାହ କଲେ ପ୍ରେମୀ ଯୁଗଳ