ପଟ୍ଟାମୁଣ୍ଡାଇ : ଦୋକାନରୁ ୨୦ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଏପରି ଘଟଣା କେନ୍ଦ୍ରାପଡାର ରାଜନଗର ବଜାରରେ ଘଟିଛି। ଦୋକାନୀ ଜଣକ ଦୋକାନରେ ଧୂପ ଦେଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଠାରୁ ଗହଣା ବ୍ୟାଗ ଛଡାଇ ନେଇଥିଲେ। ଏହାପରେ ସେମାନେ ବାଇକରେ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



