ନ୍ୟାୟର ସାମ୍ବିଧାନିକ ମୂଲ୍ୟବୋଧ ‘ରାମରାଜ୍ୟ’ର ଆଦର୍ଶରୁ ପ୍ରେରିତ – ଲୋକସଭାରେ ରାମ ମନ୍ଦିର ସଂକଳ୍ପ ଗୃହୀତ

ଡେସ୍କ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରସଙ୍ଗରେ ଆଜି ଲୋକସଭାରେ ଏକ ସଂକଳ୍ପ ପାରିତ ହୋଇଛି। ଏହାକୁ ଦେଶର ଏକ ଐତିହାସିକ ଓ ଗୌରବମୟ ଉପଲବ୍ଧି ବୋଲି ବର୍ଣ୍ଣନା କରାଯାଇଛି। ସଂକଳ୍ପରେ କୁହାଯାଇଛି ଯେ ଦେଶର ବିକାଶ ଯାତ୍ରାରେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଏବଂ ସାମାଜିକ, ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ। ଏହି ପଦକ୍ଷେପକୁ ପ୍ରଶଂସା କରି ସଂକଳ୍ପରେ ଏହା ମଧ୍ୟ କୁହାଯାଇଛି ଯେ ଭାରତର ସଂସ୍କୃତି … Continue reading ନ୍ୟାୟର ସାମ୍ବିଧାନିକ ମୂଲ୍ୟବୋଧ ‘ରାମରାଜ୍ୟ’ର ଆଦର୍ଶରୁ ପ୍ରେରିତ – ଲୋକସଭାରେ ରାମ ମନ୍ଦିର ସଂକଳ୍ପ ଗୃହୀତ