କେନ୍ଦ୍ରାପଡ଼ା ଲୋକସଭା ଆସନ – ଜୁନ ୧ରେ ଟକ୍କର କଡାକଡି

ଡେସ୍କ: ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଲୋକସଭା ଆସନ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହି ଆସନରୁ ଜିତୁଥିବା ନେତା ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିବା ସହ ରାଜନୈତିକ ଦୃଶ୍ୟପଟ୍ଟରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। କେନ୍ଦ୍ରାପଡା ଜିଲ୍ଲା ଅଧୀନରେ ଆଳି, ଡେରାବିଶ, ଗରଦପୁର, ମହାକାଳପଡ଼ା, ମାର୍ଶାଘାଇ, କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା ଓ ପଟାମୁଣ୍ଡାଇ ବ୍ଲକ ରହିଛି। ୨୦୧୧ ଜନଗଣନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ଜନସଂଖ୍ୟା ୧୪୪୦୩୬୧ ଥିଲା। … Continue reading କେନ୍ଦ୍ରାପଡ଼ା ଲୋକସଭା ଆସନ – ଜୁନ ୧ରେ ଟକ୍କର କଡାକଡି