ଓଡିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ଓମ୍ ବିର୍ଲା

ବାଲେଶ୍ଵର: ଓଡିଶାରେ ଲୋକସଭା ବାଚସ୍ପତିି ଓମ୍ ବିର୍ଲା। ବାଲେଶ୍ଵରରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ସେ ଯୋଗଦେଇ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି । ବାଲେଶ୍ଵରରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ କହିଥିଲେ ଓହିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଲୋକ ଚାହୁଁଛନ୍ତି ବିଜେପି ଆସୁ। ୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିପାରିନାହାନ୍ତି। ଓଡିଶାରେ ବାଲେଶ୍ଵର ସମେତ ପୂର୍ଣ୍ଣ ରୂପରେ ସବୁ ଲୋକସଭା ସିଟ୍ ଜିତିବ ବିଜେପି। ଦୁଇ ଜାଗାରେ ଗୋଟିଏ … Continue reading ଓଡିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ଓମ୍ ବିର୍ଲା