www.samajalive.in
Sunday, December 7, 2025
26.1 C
Bhubaneswar

ଓଠର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ଏହି ଉପାୟ

ସୁନ୍ଦର ଓଠ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଶୀତରେ ଓଠର ବିଶେଷ ଯତ୍ନ ନେବା ଆବଶ୍ୟକ  । ଜାଣନ୍ତୁ କିଛି ଟିପ୍ସ ବିଷୟରେ…..
ଅଲିଭ୍ ତେଲ ଏବଂ ଭେସଲିନ୍ ମିଶ୍ରଣ କରନ୍ତୁ ଏବଂ ଏହାକୁ ଦିନକୁ ତିନି କିମ୍ବା ଚାରିଥର ଓଠରେ ଲଗାନ୍ତୁ ।

ନରମ ଓଠ ପାଇଁ ଟିକେ ମହୁ ନେଇ ଆଙ୍ଗୁଠିରେ ଓଠରେ ଧୀରେ ଧୀରେ ଘଷନ୍ତୁ ।  ଏହାଦ୍ୱାରା ଓଠ ନରମ, ଗୋଲାମି ଓ ସୁନ୍ଦର ହୋଇଥାଏ।

- Advertisement -

ଦୁଇ ଚାମଚ କୋକୋ ବଟର, ଅଧା ଚାମଚ ମହୁ  ନିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ଓଠରେ ବ୍ରଶ ସାହାଯ୍ୟରେ ଲଗାନ୍ତୁ । ଏହା ଓଠର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories