ଦେଖନ୍ତୁ ଭିଡିଓ; ଛାତ ଉପରେ ଶୋଇଥିଲେ ଶ୍ରମିକ, ପହଞ୍ଚିଗଲା ସିଂହ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭୟଭୀତ କରୁଥିବା ଭିଡିଓ ସାମ୍ନାକୁ ଆସିଥାଏ । ବିଶେଷ କରି ଜଙ୍ଗଲୀ ଜୀବଜନ୍ତୁଙ୍କ ଭିଡିଓ ସଭିଁଙ୍କ ଧ୍ୟାନକୁ ଅଧିକ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ତେବେ ଜଙ୍ଗଲୀ ଜନ୍ତୁଙ୍କୁ ରାସ୍ତାରେ ବୁଲୁଥିବାର ଅନେକ ଭିଡିଓ ଲୋକେ ନିଶ୍ଚିତ ଦେଖିଥିବେ । ଅନେକ ସମୟରେ ରାତି ଅନ୍ଧାରରେ ହିଂସ୍ର ଜନ୍ତୁ ଶିକାର ଖୋଜି ଜନବସତି ଅଞ୍ଚଳକୁ ପ୍ରବେଶ କରି ଥାନ୍ତି । ଶିକାର ପାଇଁ … Continue reading ଦେଖନ୍ତୁ ଭିଡିଓ; ଛାତ ଉପରେ ଶୋଇଥିଲେ ଶ୍ରମିକ, ପହଞ୍ଚିଗଲା ସିଂହ, ଆଉ ତା’ପରେ..