ଦେଖନ୍ତୁ ଭିଡିଓ ; ନିଘୋଡ ନିଦରେ ଶୋଇଥିଲେ, ପାଖକୁ ଆସିଲା ସିଂହୀ, ଆଉ ତା’ପରେ..

ନୂଆଦିଲ୍ଲୀ : ହିଂସ୍ରଜୀବଜନ୍ତୁ ଅନେକ ସମୟରେ ଜନବସତି ଅଞ୍ଚଳରେ ପ୍ରବେଶ କରିବା ସହ ସର୍ବ ସାଧାରଣଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାନ୍ତି । କେତେକ ସମୟରେ ବାଘ,ସିଂହ,ଭାଲୁ ଆକ୍ରମଣରେ ନିରୀହ ଜୀବନ ମଧ୍ୟ ଚାଲିଯାଏ । ସୋସିଆଲ ମିଡିଆରେ ହିଂସ୍ରଜନ୍ତୁଙ୍କ ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସିଂହୀର ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିନଥିବେ । … Continue reading ଦେଖନ୍ତୁ ଭିଡିଓ ; ନିଘୋଡ ନିଦରେ ଶୋଇଥିଲେ, ପାଖକୁ ଆସିଲା ସିଂହୀ, ଆଉ ତା’ପରେ..