www.samajalive.in
Wednesday, December 10, 2025
17.1 C
Bhubaneswar

ମହିଳାମାନେ ସ୍ଥିର କରନ୍ତୁ ନିଜ ବେଶଭୂଷା – ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ମହିଳାମାନେ ଯେଉଁଭଳି ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି, ତାହା ସେମାନଙ୍କର ଅଧିକାର ଓ ନିଷ୍ପତ୍ତି। ବିକିନି ହେଉ କି ଓଢଣୀ କିମ୍ବା ହିଜାବ। ଏକ ଟ୍ୱିଟର ଜରିଆରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହା ବିକିନି, ଓଢଣୀ, ଜିନ୍ସ କିମ୍ବା ହିଜାବ ହେଉ, ସେ କ’ଣ ପିନ୍ଧିବାକୁ ଚାହୁଁଛନ୍ତି ତାହା ସ୍ଥିର କରିବା ମହିଳାଙ୍କ ଅଧିକାର। ଏହି ଅଧିକାର ଭାରତୀୟ ସମ୍ବିଧାନ ଦ୍ୱାରା ନିଶ୍ଚିତ ଅଟେ। ମହିଳାମାନଙ୍କୁ ହଇରାଣ କରିବା ବନ୍ଦ କର।


କର୍ଣ୍ଣାଟକରେ ହିଜାବକୁ ନେଇ ଘଟିଥିବା ଘଟଣା ପରେ ପ୍ରିୟଙ୍କା ଏଭଳି ମନ୍ତବ୍ୟ ଦେଇଛନ୍ତି। ସେପଟେ କର୍ଣ୍ଣାଟକ ସରକାର ହାଇସ୍କୁଲ ଏବଂ କଲେଜଗୁଡ଼ିକୁ ୩ ଦିନ ପାଇଁ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories