www.samajalive.in
Wednesday, December 10, 2025
14.1 C
Bhubaneswar

ପିଏସଏଲଭି-ସି୫୨ ଉପଗ୍ରହ ଉତକ୍ଷେପଣ ଲାଗି ଅବଗଣନା ଆରମ୍ଭ

ପିଏସଏଲଭି-ସି୫୨ ଉପଗ୍ରହ ଉତକ୍ଷେପଣ ଲାଗି ଅବଗଣନା ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧୪ ସକାଳ ୫ଟା ୫୯ ମିନିଟରେ ଏହି ଉପଗ୍ରହ ଶ୍ରୀହରିକୋଟା ସ୍ତିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରାଥଣ ଲଞ୍ଚ ପ୍ୟାଡ଼ରୁ ଉତକ୍ଷେପଣ କରାଯିବ। ୨୫ ଘଣ୍ଟା ପୂର୍ବରୁ ଆଜି ସକାଳ ୪ଟା ୨୯ମିନିଟରୁ ଅବଗଣନା ଆରମ୍ଭ ହୋଇଛି।

ଏହି ପିଏସଏଲଭି-ସି୫୨ ଉପଗ୍ରହ ସହ ଅନ୍ୟ ୨ଟି କ୍ଷୁଦ୍ର ଉପଗ୍ରହ ମଧ୍ୟ ମହାକାଶକୁ ପ୍ରେରଣ କରାଯିବ। ଏଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଗୋଟିଏ କ୍ଷୁଦ୍ର ଉପଗ୍ରହ ରହିଥିବା ବେଳେ ଅନ୍ୟଟି ଇସ୍ରୋ ନିର୍ମିତ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଉପଗ୍ରହ ରହିଛି। ଏହି ଉପଗ୍ରହର ଓଜନ ୧୭୧୦ କିଲୋଗ୍ରାମ ଅଟେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories