ଜାଣନ୍ତୁ; ବିଳମ୍ବିତ ରାତିରେ ଶୋଇଲେ ୫୦%ରୁ ଅଧିକ ଥାଏ ମଧୁମେହ ହେବାର ସମ୍ଭାବନା..

ରାତିରେ ଶୀଘ୍ର ଶୋଇବା ଓ ସକାଳେ ଶୀଘ୍ର ଉଠିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମାତ୍ର ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହୁଛନ୍ତି । ବିଶେଷ କରି ମୋବାଇଲ ଦେଖି ବିଳମ୍ବିତ ରାତିରେ ଶୋଉଛନ୍ତି । ମାତ୍ର ରାତିରେ ବିଳମ୍ବିତ ରାତିରେ ଶୋଇବା ଏହି ଅଭ୍ୟାସ ମଧୁମେହ ୨ର (Diabetes type 2) କାରଣ ପାଲଟିଥାଏ । ଆଜ୍ଞା ହଁ ଏକ ଅଧ୍ୟୟନରୁ ଜଣାପଡିଛି, ବିଳମ୍ବିତ ରାତିରେ ଶୋଉଥିବା ଓ … Continue reading ଜାଣନ୍ତୁ; ବିଳମ୍ବିତ ରାତିରେ ଶୋଇଲେ ୫୦%ରୁ ଅଧିକ ଥାଏ ମଧୁମେହ ହେବାର ସମ୍ଭାବନା..