ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ-ଲାଗିବ ସର୍ବବୃହତ୍‌‌ ଭାସମାନ ପରଦା

ଡେସ୍କ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଯେତିକି ନିକଟତର ହେଉଛି, ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ରାମମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅଧିକରୁ ଅଧିକ ପଦକ୍ଷେପ ଗ୍ରହଣ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଚୌଧୁରୀ ଚରଣ ସିଂହ ଘାଟଠାରେ ଦେଶର ସର୍ବବୃହତ୍‌‌ ଭାସମାନ ପରଦା ନିର୍ମାଣ କରାଯାଉଛି। ଏହାକୁ ଆରତୀ ଘାଟଠାରେ ସ୍ଥାପନ କରାଯିବ। ଏଥିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ଅଯୋଧ୍ୟା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦର୍ଶିତ ହେବ। ଏହା ମାଧ୍ୟମରେ ହଜାର … Continue reading ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ-ଲାଗିବ ସର୍ବବୃହତ୍‌‌ ଭାସମାନ ପରଦା