ଭଉଣୀର ମୃତଦେହକୁ ୫କି.ମି ଯାଏ କାନ୍ଧରେ ବୋହି ନେଲେ ଦୁଇ ଭାଇ

ଉତ୍ତରପ୍ରଦେଶ: ଭଉଣୀର ଡୋଲିକୁ କାନ୍ଧରେ ଉଠାଇବା ବଦଳରେ ଆଜି ତାର ମର ଶରୀରକୁ କାନ୍ଧରେ ବୋହି ନେଉଛନ୍ତି ଦୁଇ ଭାଇ । ପ୍ରଶାସନର ଅବ୍ୟବସ୍ଥା ଯୋଗୁ ଆଜି ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି । ଭଉଣୀର ମୃତଦେହକୁ କାନ୍ଧରେ ଧରି ୫ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ନେଇଥିଲେ ଦୁଇ ଭାଇ । ଭଉଣୀକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କାନ୍ଧରେ ବୋହି ମେଡିକାଲ ନେବା ବେଳେ ବାଟରେ ଚାଲିଯାଇଥିଲା ଭଉଣୀର ଜୀବନ । ଏଭଳି ଅଭାବନୀୟ … Continue reading ଭଉଣୀର ମୃତଦେହକୁ ୫କି.ମି ଯାଏ କାନ୍ଧରେ ବୋହି ନେଲେ ଦୁଇ ଭାଇ