କୋଲକାତା କୋଠା ଭୁଶୁଡିବା ଘଟଣା: ବିସ୍ଥାପିତଙ୍କୁ ଥଇଥାନ କର – ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡେସ୍କ: ପଶ୍ଚିମବଙ୍ଗର ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ଅନଧିକୃତ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଥଇଥାନ କରିବାକୁ କଲିକତା ହାଇକୋର୍ଟ ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଠା ଭୁଶୁଡ଼ିବା ଘଟଣାରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୪ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ରକୁ ଝଟକା – ପିଆଇବି ଫ୍ୟାକ୍ଟ ଚେକ୍ … Continue reading କୋଲକାତା କୋଠା ଭୁଶୁଡିବା ଘଟଣା: ବିସ୍ଥାପିତଙ୍କୁ ଥଇଥାନ କର – ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ