www.samajalive.in
Sunday, December 7, 2025
23.1 C
Bhubaneswar

୧୫ ବର୍ଷର ଉର୍ଦ୍ଧ୍ଵ ଚନ୍ଦନ ବୃକ୍ଷ ଚୋରି

କୋଇଡା : କୋଇଡା ଖଣି ଅଞ୍ଚଳରେ ଏବେ ଚନ୍ଦନ ବୃକ୍ଷ ଲୁଟ୍‌‌ କରୁଥିବା ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡିଛି । ଗତକାଲି କୋଇଡା ଥାନା ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ୧୫ ବର୍ଷ ରୁ ଉର୍ଦ୍ଧ୍ଵ ଚନ୍ଦନ ବୃକ୍ଷକୁ ସମ୍ପୂର୍ଣ୍ଣ କାଟି ଦୁର୍ବୃତ୍ତ ନେଇଯାଇଥିବା ବେଳେ ପାଖରେ ଥିବା ଆଉ ଏକ ଗଛକୁ ଅଧା କାଟି ଛାଡି ଯାଇଥିଲେ । ସେହିପରି କୋଇଡା ବରିଷ୍ଠ ବ୍ୟକ୍ତି ବିଶ୍ଵନାଥ ଭଞ୍ଜଙ୍କ ଘରୁ ସମାନ ଭାବରେ ରାତିରେ ଚନ୍ଦନ ବୃକ୍ଷ କାଟି ଦେଇଥିବା ଦୃଶ୍ୟମାନ ହୋଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories