ଭାରତର ଏହି କୋଣରେ ଅଛି ଯମରାଜଙ୍କ ମନ୍ଦିର: ଯିବାକୁ ଡରନ୍ତି ଲୋକେ, ଇତିହାସ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତରେ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି। ଆମ ଦେଶର ହିମାଚଳ ପ୍ରଦେଶରେ ମୃତ୍ୟୁର ଦେବତା ଯମରାଜଙ୍କର ଏକ ଅନନ୍ୟ ମନ୍ଦିର ରହିଛି। ଯେଉଁ ମନ୍ଦିରକୁ ଯିବାକୁ ଲୋକମାନେ ଭୟ କରନ୍ତି। ନିକଟରେ ବିଜେପି ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ଏହି ମନ୍ଦିରକୁ ଯାଇ ପୂଜା କରି ପ୍ରଣାମ କରିଥିଲେ। ଯମରାଜଙ୍କ ଏହି ମନ୍ଦିର ଅନେକ ରହସ୍ୟ ଘେରରେ ପରିପୂର୍ଣ୍ଣ। କୁହାଯାଏ ଯେ ମୃତ୍ୟୁ ପରେ ଆତ୍ମା ପ୍ରଥମେ ଏହି ମନ୍ଦିରକୁ ଆସେ। ଏହି … Continue reading ଭାରତର ଏହି କୋଣରେ ଅଛି ଯମରାଜଙ୍କ ମନ୍ଦିର: ଯିବାକୁ ଡରନ୍ତି ଲୋକେ, ଇତିହାସ ଜାଣିଲେ ହେବେ ଆଶ୍ଚର୍ଯ୍ୟ