ଦୂଷିତ ନଳକୂପ ପାଣି ପିଇ ଲୋକଙ୍କୁ ହେଉଛି କିଡ଼ନୀ ରୋଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତରେ ଦୂଷିତ ପାଣି ପିଇ ଲୋକମାନେ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଥିବା ସନ୍ଦେହ କରାଯାଇଛି। ସୂଚନା ଅନୁସାରେ ରାଜନଗର ପଞ୍ଚାୟତର ଖସାପିଟା ତଳ ସାହିରେ ପ୍ରାୟ ୬୦ ଘର ବସବାସ କରୁଛନ୍ତି। ଦୀର୍ଘ ବର୍ଷର ଏକ ନଳ କୂପରୁ ସେମାନେ ପିଇବା ପାଣି ସହିତ ଅନ୍ୟାନ୍ୟ ଘରୋଇ କାର୍ୟ୍ୟ ପାଇଁ ବ୍ୟବହାର କରିଥାନ୍ତି। ଚଳିତ ବର୍ଷ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସେହି ନଳକୂପ ର … Continue reading ଦୂଷିତ ନଳକୂପ ପାଣି ପିଇ ଲୋକଙ୍କୁ ହେଉଛି କିଡ଼ନୀ ରୋଗ