ଖାଇବା ବାହାନାରେ ପ୍ରେମିକାକୁ ଡାକି ଛୁରୀ ଭୁସିଲା ପ୍ରେମିକ: ଆହତ ପ୍ରେମିକା ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ପଡିଲା ରକ୍ତର ଛିଟା। ପ୍ରେମରେ ପ୍ରତିଶୋଧ ପରାୟଣ ହୋଇ ଶେଷରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ମଝି ରାସ୍ତାରେ ଛୁରୀ ଭୁସିଲା । ଖାଇବା ବାହାନାରେ ପ୍ରେମିକାଙ୍କୁ ଡାକି ନେଇ ୧୦ରୁ ଅଧିକ ଥର ଛୁରୀ ଭୁଷିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ପ୍ରେମିକାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ବୁଧବାର ଏଭଳି ବିଭତ୍ସ ଘଟଣା ଘଟିଛଇ ରାଜଧାନୀ ଉପକଣ୍ଠ ବରୁଣେଇ ଶିଳ୍ପାଞ୍ଚଳରେ। ସୂଚନା ଅନୁସାରେ ଯାଜପୁର ଅଂଚଳର ଯୁବତୀ ଜଣଙ୍କ … Continue reading ଖାଇବା ବାହାନାରେ ପ୍ରେମିକାକୁ ଡାକି ଛୁରୀ ଭୁସିଲା ପ୍ରେମିକ: ଆହତ ପ୍ରେମିକା ମେଡିକାଲରେ ଭର୍ତ୍ତି