ଖୁଣ୍ଟା : ଗୋପବନ୍ଧୁ ନଗର ବ୍ଲକ ଖୁଣ୍ଟା ଥାନା ଅନ୍ତର୍ଗତ ଆରପଟା ପଞ୍ଚାୟତ ନିର୍ବାହୀ ଦାସମାତ ମୁର୍ମୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ପାଳସା ଗ୍ରାମର ଦେବାଶିଷ ପୃଷ୍ଟିଙ୍କ ଠାରୁ ଅପରାହ୍ନ ସାଢେ ୩ଟା ରେ ପୁରୁଣାବାରିପଡା ପେଟ୍ରୋଲ ପମ୍ପ ନିକଟରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାଲେଶ୍ୱର ଦୁର୍ନୀତି ନିବାରଣ କର୍ମଚାରୀ ଗିରଫ କରିଛନ୍ତି।
Popular Categories



