www.samajalive.in
Sunday, December 7, 2025
26.1 C
Bhubaneswar

ଖଣ୍ଡଗିରି ଥାନାରେ ପ୍ରବଳ ଉତ୍ତେଜନା

ଭୁବନେଶ୍ଵର : ଭୁବନେଶ୍ଵର ଖଣ୍ଡଗିରି ଥାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପାତ୍ରପଡା ହିଟ୍ ଆଣ୍ଡ ରନ୍ ଘଟଣାରେ ଅଭିଯୁକ୍ତକୁ ଥାନାରେ ଦେଖି ତାତିଛନ୍ତି ଫୁଲେଶ୍ଵରୀ ବସ୍ତି ଲୋକେ। ସେମାନେ କହିଛନ୍ତି ଅଭିଯୁକ୍ତକୁ ଆମ ହାତରେ ଦେଇଦିଅ। ପ୍ରଭାବୀ ଲୋକ ବୋଲି ପୁଲିସ୍‌ କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ମାତ୍ର ପୁଲିସ୍‌ ର କାର୍ଯ୍ୟାନୁଷ୍ଠାନ ନେଇ ସନ୍ତୁଷ୍ଟ ବୋଲି କହିଛନ୍ତି ମୃତକଙ୍କ ସ୍ଵାମୀ। ମୋତେ କମ୍ପରମାଇଜ୍ ପାଇଁ କୁହାଯାଉଥିଲା, ମାତ୍ର ମୁଁ କଲିନି। ଗତ ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଥାର୍‌ ଧକ୍କାରେ ମା ଏବଂ ଝିଅର ମୃତ୍ୟୁ ଘଟିଥିଲା। ବେପାୁଆ ଭାବେ ଥାର୍ , ସ୍କର୍ପିଓ ରେସିଂରୁ ଏହି ଦୁର୍ଘଟଣା ଘଟିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories