ଖଲିସ୍ତାନ ପତାକା ସହ ଭାରତୀୟ-ଆମେରିକୀୟ ରାଜନେତାଙ୍କ ଫଟୋକୁ ନେଇ ଉତ୍ତେଜନା
ଡେସ୍କ: ନ୍ୟୁୟର୍କ ସତସ୍ତ କାର୍ଯ୍ୟାଳୟକୁ ନିର୍ବାଚିତ ହୋଇଥିବା ପ୍ରଥମ ପଞ୍ଜାବୀ-ଆମେରିକୀୟ ଜେନିଫର ରାଜକୁମାର ସମ୍ମାନିତ ଅତିଥି ଭାବେ ଶିଖ୍ ଦିବସ ପରେଡରେ ଯୋଗ ଦେଇଥିଲେ। ନ୍ୟୁୟର୍କ ସହରର ବିବିଧ ସଂସ୍କୃତିରେ ଶିଖ୍ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ସମାନତା, ଏକତା ଏବଂ କରୁଣାର ମୂଲ୍ୟବୋଧ ପ୍ରତି ଶିଖ୍ ସମ୍ପ୍ରଦାୟର ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ। ତେବେ ପୃଷ୍ଠଭୂମିରେ ଖଲିସ୍ତାନୀ ପତାକା ଦେଖିବାକୁ ମିଳୁଥିବା ଜେନିଫର ରାଜକୁମାର ସେୟାର କରିଥିବା ଏକ ଫଟୋକୁ ନେଇ ବିବାଦ ସୃଷ୍ଟି … Continue reading ଖଲିସ୍ତାନ ପତାକା ସହ ଭାରତୀୟ-ଆମେରିକୀୟ ରାଜନେତାଙ୍କ ଫଟୋକୁ ନେଇ ଉତ୍ତେଜନା
Copy and paste this URL into your WordPress site to embed
Copy and paste this code into your site to embed