ଦଳଡିଆଁ ନେତାଙ୍କୁ ଥଇଥାନ କରି ଶକ୍ତିଶାଳୀ ହେଉଛି ବିଜେଡି 

କେନ୍ଦୁଝରଗଡ଼: ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଦଳୀୟ ଟିକେଟ ଆଶାରେ ବହୁ ନେତା ନିଜ ନିଜ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇ ଟିକେଟ ମଧ୍ୟ ହାତେଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ଦଳରୁ ଇସ୍ତଫା ଦେଇ ଶାସକ ବିଜେଡିରେ ସାମିଲ ହୋଇଥିବା ବିଜେପି ଓ କଂଗ୍ରେସର ନେତାମାନଙ୍କୁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଙ୍ଗଳବାର ନୂତନ ପଦରେ … Continue reading ଦଳଡିଆଁ ନେତାଙ୍କୁ ଥଇଥାନ କରି ଶକ୍ତିଶାଳୀ ହେଉଛି ବିଜେଡି