ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍‌‌, ୧୦ହଜାର ଟଙ୍କା ଜୋରିମାନା

କେନ୍ଦୁଝରଗଡ଼: ବାପ ମା’ ଛେଉଣ୍ଡ ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ପେଶାଲ କୋର୍ଟ (ପୋକ୍ସୋ) କେନ୍ଦୁଝର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ ଜେଲ୍‌‌ ଦଣ୍ଡାଦେଶ କରିଛନ୍ତି। ବାପା ମା’ଙ୍କ ଅକାଳ ମୃତ୍ୟୁ ପରେ ଜଣେ ୧୫ବର୍ଷର ନାବାଳିକା ତା’ର କକା ଘରେ ରହି ଆସୁଥିଲା। କିଛିଦିନ ପରେ ନାବାଳିକା ଜଣକୁ ତା’ର କକା ଘରୁ ବାହାର କରିଦେବାରୁ କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ … Continue reading ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍‌‌, ୧୦ହଜାର ଟଙ୍କା ଜୋରିମାନା