ଔଷଧ ଦୋକାନରେ ପଶିଲା ବାର୍‌ହା; ଉଦ୍ଧାର କଲା ବନବିଭାଗ

କେନ୍ଦୁଝର ସଦର: କେତେବେଳେ ରାସ୍ତା ନିର୍ମାଣ ତ କେତେବେଳେ ଖଣି ଖନନ ଆଦି ବିଭିନ୍ନ ଆଳ ଦେଖାଇ ବ୍ୟାପକ ଜଙ୍ଗଲ ନଷ୍ଟ କରିବା ଦ୍ୱାରା ବାସହରା ହୋଇ ପଡିଛନ୍ତି ବନ୍ୟପ୍ରାଣୀ। ଖାଦ୍ୟ ଅନ୍ୱେଷଣରେ ବନ୍ୟପ୍ରାଣୀ ହେଉଛନ୍ତି ଜନବସତି ମୁହାଁ। ପ୍ରାୟ ସମୟରେ ଜଙ୍ଗଲୀ ହାତୀ ଗାଁ ଗଣ୍ଡା ଏପରିକି ସହର ମଧ୍ୟକୁ ପଶି ଧନ ଜୀବନ ନଷ୍ଟ କରୁଥିବାର ଅନେକ ନଜିର ରହିଛି। ସେହିପରି ମଙ୍ଗଳବାର ଦିନ ପ୍ରାୟ ୯ଟା ୩୦ ସମୟରେ ଜିଲା ଜଜ୍ କୋର୍ଟ … Continue reading ଔଷଧ ଦୋକାନରେ ପଶିଲା ବାର୍‌ହା; ଉଦ୍ଧାର କଲା ବନବିଭାଗ