ବାରିମୂଳ ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାରିମୂଳ ଉପକାରାଗାରରେ ବନ୍ଦୀଥିବା ପଟ୍ଟାମୁଣ୍ଡାଇ ମାଳିପୁର ଗ୍ରାମର ରଞ୍ଜନ ମଳିକ(୫୨) ନାମକ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତେବେ ଜେଲ ଭିତରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତଦେହ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଥିବା ଜଣାପଡ଼ିଛି। ଦୁଇ ମାସ ପୂର୍ବେ ନିଜ ଭାଇ ସହିତ ଜମିବାଡିକୁ କେନ୍ଦ୍ର କରି ତାଙ୍କର ଝଗଡା ହୋଇଥିଲା। ଏହି ଘଟଣାରେ ସେ ଦୁଇମାସ ହେବ ଜେଲରେ ବିଚାରାଧୀନ କଏଦୀ … Continue reading ବାରିମୂଳ ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର