କାଶୀପୁର ଅଜଣା ରୋଗରେ ମୃତ୍ୟୁ ଘଟଣା, ଅନୁସନ୍ଧାନ ପାଇଁ ଆରଏମଆରସିକୁ ନିର୍ଦେଶ

ଭୁବନେଶ୍ବର: ରାୟଗଡ଼ା ଜିଲା କାଶୀପୁର ଅନ୍ତର୍ଗତ ମନୁଷପଦର ଗ୍ରାମରେ ଅଜଣା ରୋଗରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। କାଶୀପୁର ଅଞ୍ଚଳରେ ଅଜଣା ରୋଗ ବ୍ୟାପିବା ଦ୍ବାରା ମୃତ୍ୟୁର କାରଣ ଖୋଜିବା ସହ ସେହି ଅଞ୍ଚଳରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣାଯିବା ପାଇଁ କ’ଣ ପଦକ୍ଷେପ ନିଆଯିବ ସେଥିନେଇ ଅନୁସନ୍ଧାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି)କୁ ନିର୍ଦେଶ … Continue reading କାଶୀପୁର ଅଜଣା ରୋଗରେ ମୃତ୍ୟୁ ଘଟଣା, ଅନୁସନ୍ଧାନ ପାଇଁ ଆରଏମଆରସିକୁ ନିର୍ଦେଶ