କରଞ୍ଜିଆରେ ୨୮ ଟିକିଆ ଝାଡଖଣ୍ଡ ହାତୀପଲ; ନଷ୍ଟ କଲେ ଧାନକ୍ଷେତ 

କରଞ୍ଜିଆ: ଦୀର୍ଘ ଦେଢ ମାସ ବ୍ୟବଧାନରେ ଆଜି ଭୋର ପ୍ରାୟ ୫ଟା ସମୟରେ ୨୮ ଟିକିଆ ଝାଡଖଣ୍ଡ ହାତୀପଲ କେନ୍ଦୁଝର ଜିଲ୍ଲାରୁ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରୁ ଦେଓ ନଦୀର ତ୍ରିଧାରା ହୋଇ ୭ଟି ହାତୀ କରଞ୍ଜିଆ ବ୍ଲକର ଶରଧା ଗ୍ରାମକୁ ଆସି ପୁନଃ ଫେରି ଯାଇଥିଲେ। ଆଜି ଭୋର ସମୟରେ କରଞ୍ଜିଆ ବନଖଣ୍ଡର ବଡ଼ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦେଓ ନଦୀ ହୋଇ ଭଅଁରାପୋଷି ଗ୍ରାମକୁ ୨୮ଟିକିଆ … Continue reading କରଞ୍ଜିଆରେ ୨୮ ଟିକିଆ ଝାଡଖଣ୍ଡ ହାତୀପଲ; ନଷ୍ଟ କଲେ ଧାନକ୍ଷେତ