ମୁଁ ଗୋମାଂସ ଖାଏନି କି ପ୍ରୋତ୍ସାହନ କରେନି – କାମିୟା ଜାନୀ

ଡେସ୍କ: ବ୍ଲଗର କାମିୟା ଜାନୀଙ୍କ ପୁରୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ଓ ଅବଢ଼ା ଖାଇବାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ସେ ଏକ ଭିଡିଓ ବାର୍ତ୍ତାରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଗୋମାଂସ ଖାଆନ୍ତି ନାହିଁ କି ଏହାର ପ୍ରୋତ୍ସାହନ କରନ୍ତି ନାହିଁ। ସେ ଭିଡିଓ ବାର୍ତାରେ କହିଛନ୍ତି, ମୁଁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି ଓ ଲୋକଙ୍କ ପାଖରେ ଶ୍ରୀମନ୍ଦିରର ନିର୍ମାଣ ଓ ସଂସ୍କୃତି ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା। ସେ … Continue reading ମୁଁ ଗୋମାଂସ ଖାଏନି କି ପ୍ରୋତ୍ସାହନ କରେନି – କାମିୟା ଜାନୀ