କନ୍ନଡ଼ ଭାଷାକୁ ସମାଲୋଚନା; ଅଡୁଆରେ କମଲ ହାସନ
ଚେନ୍ନଇ: କନ୍ନଡ ଭାଷାକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ତଥା ଏମଏନ୍ଏମ (ମକ୍କାଲ ନିଧି ମୈୟାମ୍) ଦଳର ମୁଖ୍ୟ କମଲ ହାସନ ବିବାଦୀୟ ହୋଇପଡିଛନ୍ତି। ଚେନ୍ନଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ କମଲ କହିଥିଲେ ଯେ ତାମିଲ ଭାଷାରୁ ହିଁ କନ୍ନଡ ଭାଷାର ଉତ୍ପତ୍ତି ଘଟିଛି। ଏହି କାର୍ଯ୍ୟକ୍ରମରେ କନ୍ନଡ ଅଭିନେତା ଶିବରାଜ କୁମାର ମଧ୍ୟ ଉପସ୍ଥିତ ଥିଲେ। କମଲ ହାସନଙ୍କ ଏଭଳି ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ … Continue reading କନ୍ନଡ଼ ଭାଷାକୁ ସମାଲୋଚନା; ଅଡୁଆରେ କମଲ ହାସନ
Copy and paste this URL into your WordPress site to embed
Copy and paste this code into your site to embed