ଗଣେଶ ଭସାଣି ବେଳେ ହୃଦଘାତରେ ଜଣଙ୍କର ମୃତ୍ୟୁ
କଲ୍ୟାଣସିଂହପୁରୁ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ଗ୍ରାମପଞ୍ଚାୟତ ସଦରରେ ଗଣେଶ ଭସାଣି ବେଳେ ଏକ ଅଘଟଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମାଝୀଗୁଡା ଗ୍ରାମରେ ଗଣେଶ ପୂଜା ଆଡ଼ମ୍ବରରେ ପାଳନ କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟା ଛଅ ଘଣ୍ଟା ସମୟରେ ବାଣ ରୋଷଣୀ ନେଇ ଗଣେଶ ମୂର୍ତ୍ତି ବିସର୍ଜନରେ ବାହାରିଥିଲେ। ଭସାଣି ଉତ୍ସବ ସମୟରେ ଗ୍ରାମର ବେଣୁ ଗୋପାଳ (୫୪) ହୃଦଘାତରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଘଟଣାରୁ ପ୍ରକାଶ ଯେ ସନ୍ଧ୍ୟାରେ ଗଣେଶ ଭସାଣି … Continue reading ଗଣେଶ ଭସାଣି ବେଳେ ହୃଦଘାତରେ ଜଣଙ୍କର ମୃତ୍ୟୁ
Copy and paste this URL into your WordPress site to embed
Copy and paste this code into your site to embed