ମାଟି ତଳୁ ଦନ୍ତା ହାତୀର କଙ୍କାଳକୁ ଉଦ୍ଧାର କଲା ବନ ବିଭାଗ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନଖଣ୍ଡ ନାରାୟଣପୁର ଶିବ ମନ୍ଦିର ପାଖରୁ ଗତ ମେ ମାସ ୯ ତାରିଖରେ ଦୁଇ ହାତୀଦାନ୍ତ ଜବତ ଘଟଣାରେ ମୃତ ହାତୀର ସୁରାକ ପାଇଛି ବନ ବିଭାଗ। ଗିରଫ ଅଭିଯୁକ୍ତ ମାନଙ୍କ ବୟାନକୁ ଆଧାର କରି କଲ୍ୟାଣସିଂହପୁର ବନାଞ୍ଚଳ ତଥା କୋଲନରା ବ୍ଲକ ଖେଦାପଡ଼ା ପଞ୍ଚାୟତର କିର୍କିଣ୍ଡା ଜଙ୍ଗଲରେ ଏହି ହାତୀକୁ ମାରି ପୋତି ଥିବା ସୁରାକ ପାଇଥିଲା। ଜାଣନ୍ତୁ ବଜେଟରେ କ’ଣ ମହଙ୍ଗା ହେଲା ସପ୍ତାହେ ହେଲା ଜଙ୍ଗଲର … Continue reading ମାଟି ତଳୁ ଦନ୍ତା ହାତୀର କଙ୍କାଳକୁ ଉଦ୍ଧାର କଲା ବନ ବିଭାଗ