କଳ୍କି ୨୮୯୮ ଏଡି ବକ୍ସ ଅଫିସ୍ କଲେକସନ୍ ; ୭ ଦିନରେ ୭୦୦ କୋଟି..

ମୁମ୍ବଇ : କଳ୍କି ୨୮୯୮ ଏଡି ସେଭଳି ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ , ଯାହା ବକ୍ସ ଅଫିସ୍ କଲେକସନର ରେକର୍ଡ ଭାଙ୍ଗୁଛି। କେବଳ ଏତିକି ନୁହେଁ ବର୍ଷ ୨୦୨୪ର ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ସହ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ଜଣାପଡିଛି। ବଡ ବଜେଟ୍ ର ଚଳଚ୍ଚିତ୍ର ହେବା ସହ ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନଙ୍କ ଏହି ଫିଲ୍ମ ମାତ୍ର ୭ ଦିନରେ ବିଶ୍ୱବ୍ୟାପି କଲେକସନ୍ ହାସଲ କରିଛି। … Continue reading କଳ୍କି ୨୮୯୮ ଏଡି ବକ୍ସ ଅଫିସ୍ କଲେକସନ୍ ; ୭ ଦିନରେ ୭୦୦ କୋଟି..