ଇଡିରେ ହାଜର ହେଲେ ଆପ ମନ୍ତ୍ରୀ କୈଳାସ ଗେହଲଟ
ଡେସ୍କ: ଦିଲ୍ଲୀ ପରିବହନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା କୈଳାସ ଗେହଲଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ସମନ କରିଥିଲା। ମହିଳାଙ୍କୁ ସର୍ବସାଧାରଣରେ ଚାବୁକ ମାଡ, ପଥରରେ ଛେଚି ହତ୍ୟା କରାଯିବ: ଆଫଗାନିସ୍ତାନରେ ତାଲିବାନର ନୂଆ ଆଦେଶ କୈଳାସ ଗେହଲଟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ଉପରେ ଆପ୍ ନେତା ଆତିଶୀ କହିଛନ୍ତି, … Continue reading ଇଡିରେ ହାଜର ହେଲେ ଆପ ମନ୍ତ୍ରୀ କୈଳାସ ଗେହଲଟ
Copy and paste this URL into your WordPress site to embed
Copy and paste this code into your site to embed