ଇସ୍ରାଏଲକୁ ସାହାଯ୍ୟର ହାତ ବଢାଇଲା ଏହି ଦେଶ, ଇରାନକୁ ଦେଲା କଡା ଜବାବ

ନୂଆଦିଲ୍ଲୀ : ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ସମ୍ଭାବିତ ଯୁଦ୍ଧ ପୁଣି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଇରାନ ୧ ଏପ୍ରିଲରେ ସିରିଆରେ ନିଜ ସୈନ୍ୟ ଅଧିକାରୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଶନିବାର ଏବଂ ରବିବାର ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଡ୍ରୋନ୍ ଓ ବାଲିଷ୍ଟିକ୍ ମିସାଇଲ ମାଡ କରିଛି । ତେବେ ଇସ୍ରାଏଲ ଆମେରିକା, ବ୍ରିଟେନ୍ ଏବଂ ନିଜ ବାୟୁ ରକ୍ଷା ପ୍ରଣାଳୀ ଲୁହା ଡୋମ୍ ସାହାଯ୍ୟରେ ୯୯ ପ୍ରତିଶତ ମିସାଇଲକୁ ଆକାଶରେ … Continue reading ଇସ୍ରାଏଲକୁ ସାହାଯ୍ୟର ହାତ ବଢାଇଲା ଏହି ଦେଶ, ଇରାନକୁ ଦେଲା କଡା ଜବାବ