୧୦୦ ଟଙ୍କାରେ ୯୦ ଦିନ ବୈଧତାର ପ୍ଲାନ୍‌ ଆଣିଲା ଜିଓ

ନୂଆଦିଲ୍ଲୀ : କିଛି ଦିନର ଟ୍ରାଇର ନୂଆ ରିପୋର୍ଟ ଅନୁସାରେ ଜିଓ ସବୁଠାରୁ ଅଧିକ ନୂଆ ଗ୍ରାହକଙ୍କୁ ନିଜ ସହ ଯୋଡିଛି । ଟେଲିକମ କମ୍ପାନୀ ଅନେକ ନୂଆ ନୂଆ ରିଚାର୍ଜ ପ୍ଲାନ୍‌ ମଧ୍ୟ ଆଣିଛି । କମ୍ପାନୀ ୧୦୦ ଟଙ୍କାରେ ୯୦ ଦିନ ବୈଧତାର ପ୍ଲାନ୍‌ ମଧ୍ୟ ଅଫର୍‌ କରୁଛି । ଏହା ବ୍ୟତୀତ ଗ୍ରାହକଙ୍କୁ ମାତ୍ର ୫୧ ଟଙ୍କା ଖର୍ଚ୍ଚ କରି ଅସୀମିତ ୫ଜି ଡାଟାର ମଧ୍ୟ ଲାଭ ପାଇ ପାରିବେ । ବର୍ଷର … Continue reading ୧୦୦ ଟଙ୍କାରେ ୯୦ ଦିନ ବୈଧତାର ପ୍ଲାନ୍‌ ଆଣିଲା ଜିଓ