ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ! ଏଣିକି ବିନା ରିଚାର୍ଜରେ ବି ମିଳିବ ଡାଟା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏକ ନୂଆ ବିକଳ୍ପ ଆଣିଛି ଜିଓ। ଏଥି​‌ରେ ଆପଣ ବିନା ପେମେଣ୍ଟରେ ମଧ୍ୟ ଡାଟା ପାଇପାରିବେ। ଏହା ସାହାଯ୍ୟରେ ବ୍ରାଉଜିଂ, ଭିଡିଓ ଷ୍ଟ୍ରିମିଂ ଏବଂ ଅନଲାଇନ୍ ସପିଂ କରିପାରିବେ। ଏବେ ଉପଭୋକ୍ତାଙ୍କୁ ୨ଜିବି, ୨.୫ଜିବି ଏବଂ ୩ଜିବି ପର୍ଯ୍ୟନ୍ତ ଦୈନିକ ଡାଟା ଦିଆଯାଉଛି। ତଥାପି ଉପଭୋକ୍ତାଙ୍କର ଅତିରିକ୍ତ ଡାଟାର ଚାହିଦା ରହୁଛି। ଟେଲିକମ୍ କମ୍ପାନୀଗୁଡ଼ିକ ପକ୍ଷରୁ ଅତିରିକ୍ତ ଡାଟା ପ୍ୟାକ୍ ମଧ୍ୟ ଦିଆଯାଉଛି। କିନ୍ତୁ ଜିଓ … Continue reading ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ! ଏଣିକି ବିନା ରିଚାର୍ଜରେ ବି ମିଳିବ ଡାଟା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା