ଜିଓ ବ୍ୟବହାରକାରୀଙ୍କୁ ଝଟ୍‌କା, ଏଣିକି ଦେବାକୁ ହେବ ଅଧିକ ଟଙ୍କା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ୫ଜି ସ୍ପେକ୍ଟ୍ରମ ନିଲାମ ପରଦିନ ଏହାର ସମସ୍ତ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୩ରୁ ଏହି ବର୍ଦ୍ଧିତ ତାରିଫ୍‌ ଲାଗୁ ହେବ। ୧୪ ପ୍ରିପେଡ ଅସୀମିତ ପ୍ଲାନ୍‌, ୩ ଡାଟା ଆଡ଼ଅନ୍‌ ଏବଂ ୨ ପୋଷ୍ଟପେଡ୍‌ ପ୍ଲାନ୍‌ ଉପରେ ଏହି ମୂଲ୍ୟ ବୃଦ୍ଧି ହୋଇଛି। ସବୁଠାରୁ ସୁଲଭ ୧୫୫ଟଙ୍କାର ପ୍ଲାନ୍‌ ଏବେ ୧୮୯ ଟଙ୍କାରେ ଉପଲବ୍ଧ ହେବ, ଯାହା ପ୍ରାୟ ୨୨%ରୁ ଅଧିକ ମହଙ୍ଗା। ଅଢ଼େଇ … Continue reading ଜିଓ ବ୍ୟବହାରକାରୀଙ୍କୁ ଝଟ୍‌କା, ଏଣିକି ଦେବାକୁ ହେବ ଅଧିକ ଟଙ୍କା