ଜିଓର ଏହି ପ୍ଲାନ୍ ବଢାଇଲା ଏୟାରଟେଲ୍, ବିଏସଏନଏଲ୍ର ଚିନ୍ତା; କମ୍ ଦାମ୍ରେ ମିଳୁଛି ସବୁକିଛି..
ନୂଆଦିଲ୍ଲୀ : ଜିଓ ପୁଣି ଥରେ ନିଜର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଆଣିଛି ଖୁସି ଖବର ସହ ଆଶ୍ୱସ୍ତି । ଟ୍ରାଇର ନୂଆ ତଥ୍ୟ ଅନୁଯାୟୀ, ଦେଶର ବଡ ଟେଲିକମ୍ କମ୍ପାନୀ ନିକଟରେ ଏବେ ୪୭.୨୪ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଅଛନ୍ତି । ଜିଓର ଲଗାତାର ବଢୁଥିବା ଗ୍ରାହକ କାରଣରୁ ବଜେଟ୍କୁ ସୁହାଇବା ଭଳି ଅନେକ ରିଚାର୍ଜ ପ୍ଲାନ୍ ରହିଛି । ଗ୍ରାହକ ନିଜ ଆବଶ୍ୟକତା ଅନୁଯାୟୀ ରିଚାର୍ଜ ପ୍ଲାନ୍ର ଚୟନ କରି ଥାନ୍ତି … Continue reading ଜିଓର ଏହି ପ୍ଲାନ୍ ବଢାଇଲା ଏୟାରଟେଲ୍, ବିଏସଏନଏଲ୍ର ଚିନ୍ତା; କମ୍ ଦାମ୍ରେ ମିଳୁଛି ସବୁକିଛି..
Copy and paste this URL into your WordPress site to embed
Copy and paste this code into your site to embed