ଆଉ ମଞ୍ଚରେ ଦେଖା ଯିବେନି ଅଭିନେତ୍ରୀ ନମିତା
ଭୁବନେଶ୍ୱର : କିଛି ଦିନ ହେବ ଯାତ୍ରା ଜଗତରେ କଳାକାରଙ୍କ ମଧ୍ୟରେ ଅନେକ ବିବାଦ ଦେଖାଯାଇଛି । ଏବେ ଆଉ ଏକ ଖବର ଶନିବାର ସାମ୍ନାକୁ ଆସିଛି । ଆଉ ମଞ୍ଚରେ ଦେଖା ଯିବେନି ନମିତା ଭୁୟାଁ । ଓଡିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ନମିତା ଭୁୟାଁ ଯାତ୍ରା ଛାଡିବା ନେଇ ଚର୍ଚ୍ଚା ହେଉଛିା ସେ ବର୍ତ୍ତମାନ ଅପେରା ସ୍ଵପ୍ନ ମହଲରେ ଥିବାବେଳେ ଆସନ୍ତା ଯାତ୍ରା ସିଜିନ୍ ପାଇଁ ସ୍ଵପ୍ନ ମହଲ ପାଇଁ ଚୁକ୍ତି ବଦ୍ଧ … Continue reading ଆଉ ମଞ୍ଚରେ ଦେଖା ଯିବେନି ଅଭିନେତ୍ରୀ ନମିତା
Copy and paste this URL into your WordPress site to embed
Copy and paste this code into your site to embed