ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ଯଶପ୍ରିତ ବୁମରା । ଆସନ୍ତା ୯ ତାରିଖ ବାରବାଟୀ ଟି-୨୦ ମ୍ୟାଚ ପାଇଁ ବୁମରା ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଅନ୍ୟ ଖେଳାଳି ମାନେ ଆଜି ଅପରାହ୍ନ ରେ ପହଞ୍ଚିବା ସମ୍ଭାବନା ଅଛି । ବିମାନ ଚଳାଚଳରେ ବାଧାପ୍ରପ୍ତ ଯୋଗୁଁ ସମସ୍ତ ଖେଳାଳି ଏକାଠି ଆସିବା ସମ୍ଭବପର ହେଉନଥିବ ଜଣା ପଡିଛି । ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଭାରତୀୟ ଖେଳାଳି ମାନେ ରହିବେ ।
Popular Categories



