ଜନ୍ମାଷ୍ଟମୀ ପରେ କେତୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଧନ, ସନ୍ତାନ ସୁଖ..

ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ ୧୫ ଅଗଷ୍ଟରେ ପାଳନ କରାଯିବ । ଏହାର ୨ ଦିନ ପରେ ୧୭ ଅଗଷ୍ଟରେ ଗ୍ରହଙ୍କ ରାଜା ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ କରିବେ । ଜ୍ୟୋତିଷ ଗଣନାନୁସାରେ ସୂର୍ଯ୍ୟ ୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ । ଯାହା କେତୁଙ୍କ ଗ୍ରହ ନକ୍ଷତ୍ର ବୋଲି କୁହାଯାଏ । ସୂର୍ଯ୍ୟଙ୍କ କେତୁଙ୍କ ନକ୍ଷତ୍ରରେ ପ୍ରବେଶର ପ୍ରଭାବ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ତେବେ କିଛି ରାଶି ବ୍ୟକ୍ତି … Continue reading ଜନ୍ମାଷ୍ଟମୀ ପରେ କେତୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଧନ, ସନ୍ତାନ ସୁଖ..