ପହଲଗାମ୍‌ ଆକ୍ରମଣ; ୬ଦିନ ଅଞ୍ଚଳକୁ ନଜରରେ ରଖିଲେ, ଆଗେ ଧର୍ମ ପଚାରି, ପରିଚୟ ପତ୍ର ଦେଖି ଗୁଳି ଚାଳନା କଲେ ଆତଙ୍କୀ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ହୋଇଥିବା ଆତଙ୍କୀ ଆକ୍ରମଣର ବଡ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ଏହି ଆକ୍ରମଣରେ ୬ ଜଣ ଆତଙ୍କୀ ସାମିଲ୍‌ ଥିଲେ । ଆକ୍ରମଣକାରୀମାନେ ୧ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ନଜରରେ ରଖିଥିଲେ। ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳର ଅଳ୍ପ ଦୂରରୁ ନମ୍ବର ନଥିବା ଏକ ମୋଟରସାଇକେଲ୍‌ ମିଳିଛି। ଆତଙ୍କବାଦୀ ମାନେ ଏହାର ବ୍ୟବହାର କରିଛନ୍ତି ବୋଲି ଆଶଙ୍କା କରାଯାଉଛି। ସେନା ପୋଷାକ ପିନ୍ଧି ଆତଙ୍କୀମାନେ … Continue reading ପହଲଗାମ୍‌ ଆକ୍ରମଣ; ୬ଦିନ ଅଞ୍ଚଳକୁ ନଜରରେ ରଖିଲେ, ଆଗେ ଧର୍ମ ପଚାରି, ପରିଚୟ ପତ୍ର ଦେଖି ଗୁଳି ଚାଳନା କଲେ ଆତଙ୍କୀ