ଜମ୍ମୁ-କାଶ୍ମୀର କାଠୁଆରେ ବାଦଲଫଟା ବର୍ଷା ; ୪ ମୃତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର କାଠୁଆରେ ରବିବାର ସକାଳେ ବାଦଲ ଫଟା ବର୍ଷା କାରଣରୁ ଅଘଟଣ ଘଟି ଏଯାଏଁ ୪ ଜଣଙ୍କ ମୃତ୍ୟୁ ହେବା ନେଇ ଖବର ସାମ୍ନାକୁ ଆସିଛି । ହଠାତ୍‌ ମାଡି ଆସିଥିବା ବନ୍ୟା ପାଣି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି । ଘର ଭିତରେ ବନ୍ୟା ପାଣି ପଶି ରହିଛି । ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି । ଜମ୍ମୁ-ପଠାନକୋଟ୍‌ ରାଜମାର୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ରେଳ ଧାରଣା ଗୁଡିକ … Continue reading ଜମ୍ମୁ-କାଶ୍ମୀର କାଠୁଆରେ ବାଦଲଫଟା ବର୍ଷା ; ୪ ମୃତ