ବାପା-ପୁଅଙ୍କ ଝଗଡା; ସମାଧାନ କରିବାକୁ ଯାଇ ମାଡ ଖାଇଲା ପୁଲିସ

ଯାଜପୁର : ବାପା ପୁଅଙ୍କ ଝଗଡା ତୁଟାଇବାକୁ ଯାଇ ମାଡ ଖାଇଲେ ପୁଲିସ । ଏଭଳି ଏକ ଘଟଣା ଯାଜପୁରର ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ଘଟିଛି । ବାପା-ପୁଅଙ୍କ ଝଗଡା ସମାଧାନ କରିବାକୁ ଯାଇଥିବା ପୁଲିସଙ୍କ ଉପରକୁ ଆକ୍ରମଣ ହୋଇଛି । ପାରିବାରିକ କଳହକୁ ନେଇ ୧୧୨କୁ କଲ୍‌ କରିଥିଲେ ବାପା । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଅ ଆକ୍ରମଣ କରିଥିଲା । ଏଥିରେ ୨ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ … Continue reading ବାପା-ପୁଅଙ୍କ ଝଗଡା; ସମାଧାନ କରିବାକୁ ଯାଇ ମାଡ ଖାଇଲା ପୁଲିସ