ଗଛରେ ଆମ୍ବୁଲାନ୍ସ ପିଟି ହୋଇ ରୋଗୀ ମୃତ

ଯାଜପୁର : ଗଛରେ ଆମ୍ବୁଲାନ୍ସ ପିଟି ହୋଇ ଚାଲିଗଲା ରୋଗୀର ଜୀବନ । ବିଞ୍ଝାରପୁର ଥାନା ବରହମପୁର ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଶୁକ୍ରବାର ଖବର ମିଳିଛି । ରୋଗୀଙ୍କ ୩ ଜଣ ସମ୍ପର୍କୀୟ ସମେତ ଆମ୍ବୁଲାନ୍ସ ଚାଳକ ଗୁରୁତର ହୋଇଛନ୍ତି । କଟକର ଏକ ଘରୋଇ ମେଡିକାଲରୁ ଚିକିତ୍ସା ପରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୁରୁତର … Continue reading ଗଛରେ ଆମ୍ବୁଲାନ୍ସ ପିଟି ହୋଇ ରୋଗୀ ମୃତ