​ଲୋକସଭା ନିର୍ବାଚନ ୨୦୨୪ – ଆୟକର ନିର୍ଦ୍ଦେଶାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଡେସ୍କ: ନିର୍ବାଚନରେ କଳାଧନ କାରବାର ରୋକିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ଆୟକର ନିର୍ଦ୍ଦେଶାଳୟ ଆଦର୍ଶ ଆଚରଣ ବିଧି ସମୟରେ ନିର୍ବାଚନ ଉଦ୍ଦେଶ୍ୟରେ ବ୍ୟବହୃତ ସମ୍ଭାବ୍ୟ/ସନ୍ଦିଗ୍ଧ ନଗଦ ଟଙ୍କାଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷର ଗତିବିଧି ଉପରେ ନଜର ରଖିବା ପାଇଁ ଦିଲ୍ଲୀ ଏନସିଟିରେ ଅନେକ ବ୍ୟବସ୍ଥା କରିଛି। ଏପ୍ରିଲ ୧ରୁ ବିନା ଟିକେଟରେ ରେଳ ଯାତ୍ରା କଲେ – ରେଳ ବିଭାଗ ଗ୍ରହଣ କରିଛି ଏହି ପଦକ୍ଷେପ ଲୋକସଭା, ୨୦୨୪ ସାଧାରଣ ନିର୍ବାଚନ … Continue reading ​ଲୋକସଭା ନିର୍ବାଚନ ୨୦୨୪ – ଆୟକର ନିର୍ଦ୍ଦେଶାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍