ସାମାନ୍ୟ କାରଣ ପାଇଁ କଂଗ୍ରେସର ୯ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କଲା ଆୟକର ବିଭାଗ

ଡେସ୍କ: ଆୟକର ବିଭାଗ କଂଗ୍ରେସର ୯ଟି ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି ବୋଲି ଦଳର କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଏବଂ ଦେଶରେ ଗଣତନ୍ତ୍ର ବିପଦରେ ଅଛି ବୋଲି ଅଭିଯୋଗ କରିଛନ୍ତି। ଏହା ଦଳର ସମସ୍ତ ରାଜନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରିଛି ବୋଲି ମାକେନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୨୦୧୮-୧୯ ନିର୍ବାଚନ ପାଇଁ ୨୧୦ କୋଟି ଟଙ୍କାର ଆୟକର ଦାବି ଆଧାରରେ ଏହି ସବୁ ଆକାଉଣ୍ଟକୁ ଅଚଳ କରାଯାଇଛି ବୋଲି ମାକେନ୍ କହିଛନ୍ତି। ମାକେନ … Continue reading ସାମାନ୍ୟ କାରଣ ପାଇଁ କଂଗ୍ରେସର ୯ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କଲା ଆୟକର ବିଭାଗ