ଦେଖନ୍ତୁ ଇରାନ ଉପରେ ଇସ୍ରାଏଲ ଆକ୍ରମଣର ଛାତିଥରା ଭିଡିଓ; ଫିଲ୍ମ ଦୃଶ୍ୟରୁ କମ୍‌ ନୁହେଁ..

ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନର ୧୨ ଦିନ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧ ପରେ ଅସ୍ତ୍ର ବିରତି ଘୋଷଣା ହୋଇସାରିଛି । ମାତ୍ର ଏବେ ମଧ୍ୟ ଅନେକ ସ୍ଥାନରେ ଏହାର ପ୍ରଭାବ ଦେଖାଯାଇଛି। ୨ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣର ଏଭଳି ଏକ ଛାତିଥରା ଆକ୍ରମଣର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଭୟଭୀତ ହେବା ସାଧାରଣ କଥା । ଇସ୍ରାଏଲ ଏହି ଆକ୍ରମଣ ଇରାନର ରାଜଧାନୀ ତେହରାନ ଉପରେ … Continue reading ଦେଖନ୍ତୁ ଇରାନ ଉପରେ ଇସ୍ରାଏଲ ଆକ୍ରମଣର ଛାତିଥରା ଭିଡିଓ; ଫିଲ୍ମ ଦୃଶ୍ୟରୁ କମ୍‌ ନୁହେଁ..